Faineant Oriya Odia Meaning
ଉଦଯୋଗହୀନ, ଉଦ୍ୟମହୀନ
Definition
ଯେ ଉଦ୍ୟମୀ ନୁହେଁ ବା ଉଦ୍ୟମ କରେନାହିଁ
ଯେ କିଛି କାମ କରେ ନାହିଁ
ଯେଉଁଥିରେ ତତ୍ପରତା ନାହିଁ
ଯେ ଆସକ୍ତ ନୁହେଁ
ପ୍ରଯତ୍ନର ଅଭାବ
ପ୍ରଯତ୍ନ ନ କରୁଥିବା
ଯେଉଁ ବ୍ୟକ୍ତିଠାରେ ତତ୍ପରତା ନଥାଏ
Example
ଉଦ୍ୟମହୀନ ବ୍ୟକ୍ତିର ଜୀବନ କଠିନତାରେ ଭରା ହୋଇଥାଏ
କର୍ମହୀନ ବ୍ୟକ୍ତିକୁ ସମସ୍ତେ ଗାଳିଦିଅନ୍ତି
ସେ ଦେଶଦୁନିଆ ପ୍ରତି ଅନାସକ୍ତ
ପ୍ରଯତ୍ନହୀନତା ସତ୍ତ୍ୱେ ତାଙ୍କୁ ସୌଭାଗ୍ୟବଶତଃ ବହୁତ କିଛି ମିଳିଯାଇଛି
ଯତ୍ନହୀନ ବ୍ୟକ୍ତି କେବେ ସଫଳ ହୁଏନାହି
Forty-eight in Oriya OdiaMenu in Oriya OdiaInterdict in Oriya OdiaBanking in Oriya OdiaPull Back in Oriya Odia81 in Oriya OdiaShipwreck in Oriya OdiaFatty in Oriya OdiaDistil in Oriya OdiaWar Cry in Oriya OdiaJudge in Oriya OdiaEfflorescent in Oriya OdiaSalute in Oriya OdiaUnlettered in Oriya OdiaStand in Oriya OdiaIll-starred in Oriya OdiaRickety in Oriya OdiaLimited in Oriya OdiaGratify in Oriya OdiaReport in Oriya Odia