Home Oriya Odia Dictionary

Download Oriya Odia Dictionary APP

Fair Oriya Odia Meaning

ଗୋରା, ନ୍ୟାୟଚିତ, ନ୍ୟାୟପୂର୍ଣ୍ଣ, ନ୍ୟାୟସଙ୍ଗତ, ମନମୋହକ, ମନୋରମ, ମନୋହର, ସଫା, ସୁଦର୍ଶନ

Definition

ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
ବୈଶାଖ ଏବଂ ଆଷାଢ଼ର ମଝିରେ ଥିବା ମାସ
ଅତ୍ୟଧିକ ଗୋରା ଶରୀରଯୁକ୍ତ ୟୁରୋପ ବା ଅମେରିକାର ନିବାସୀ
ଗୌର ବର୍ଣ୍ଣର ବା ଯାହାଙ୍କ ରଙ୍ଗ ସଫା
ମେଘ ନଥିବା
ବସ୍ତୁ, ଶ

Example

ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
ସେ ଜ୍ୟେଷ୍ଠ କୃଷ୍ଣପକ୍ଷ ଦଶମୀରେ ଜନ୍ମ ହୋଇଥିଲା
ମୁମ୍ବାଇର ଜୁହୁ ଚୌପାଢ଼ୀରେ ଗୋରାମାନେ ବୁଲୁଥିବା ଦେଖାଯାଏ
ବେଶି ଲୋକ ଗୋରୀ ବୋହୂ ପସନ୍ଦ କରନ୍ତି
ରାତିହେଇଥିଲା ଏବଂ ନିର୍ମଳ ଆକାଶରେ ତାରାଗୁଡ଼ିକ