Home Oriya Odia Dictionary

Download Oriya Odia Dictionary APP

Fairish Oriya Odia Meaning

ଗୋରା, ସଫା

Definition

ଅତ୍ୟଧିକ ଗୋରା ଶରୀରଯୁକ୍ତ ୟୁରୋପ ବା ଅମେରିକାର ନିବାସୀ
ଗୌର ବର୍ଣ୍ଣର ବା ଯାହାଙ୍କ ରଙ୍ଗ ସଫା
ଯାହା ଉଜ୍ୱଳ
ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ
ଯାହା ପ୍ରକାଶମାନ
ହଳଦୀ, ନାରଙ୍ଗୀଆଦି ରଙ୍ଗର
ଯେମିତି ହେବାକଥା ସେମିତି ବା ଯେଉଁଥିରେ କୌଣସି ପ୍ରକାରର କୃତ୍ରିମତା ନାହିଁ
ଯେଉଁ

Example

ମୁମ୍ବାଇର ଜୁହୁ ଚୌପାଢ଼ୀରେ ଗୋରାମାନେ ବୁଲୁଥିବା ଦେଖାଯାଏ
ବେଶି ଲୋକ ଗୋରୀ ବୋହୂ ପସନ୍ଦ କରନ୍ତି
ସେ ଶ୍ୱେତ ବସ୍ତ୍ର ପରିଧାନ କରିଛି
ତାର ପୋଷାକ ଚକ୍‌ମକ୍‌ ଥିଲା ଏବଂ ସେ କୌଣସି ସଂଭ୍ରାନ୍ତ ଘରର ଭଳି ଜଣାପଡ଼ୁଥିଲା