Fairy Oriya Odia Meaning
ପରୀ
Definition
ବହୁତ ସୁନ୍ଦର ସ୍ତ୍ରୀ
ଇନ୍ଦ୍ରଙ୍କ ସଭାରେ ନାଚୁଥିବା ଦେବାଙ୍ଗନା
ଫରାସୀ ଅନୁଶ୍ରୁତି ଅନୁସାରେ କାଫ ପର୍ବତରେ ବସବାସ କରୁଥିବା ଡେଣାଯୁକ୍ତ କଳ୍ପିତ ପରମ ସୁନ୍ଦର ସ୍ତ୍ରୀ
ଅନୁପମ ସୁନ୍ଦରୀ
Example
ଭାରତରେ ଐଶ୍ୱର୍ୟ ରାୟଙ୍କ ଭଳି ପରୀ କମ୍ ନାହାନ୍ତି
ମେନକା,ମୋହିନୀ,ରମ୍ଭା ଆଦି ହେଉଛନ୍ତି ଇନ୍ଦ୍ରଲୋକର ଅପ୍ସରା
ମାଆ ତା ପିଲାଙ୍କୁ ପରୀ କାହାଣୀ ଶୁଣାଉଛନ୍ତି
ଶୁଣିଲି, ସେହି ଅପ୍ସରା ଜଣେ ଧନୀ ବ୍ୟକ୍ତିକୁ ବାହା ହୋଇଗଲାଣି
Inert in Oriya OdiaFortress in Oriya OdiaFour Hundred in Oriya OdiaSecret in Oriya OdiaKip in Oriya OdiaImpureness in Oriya OdiaCelestial in Oriya OdiaCarbonaceous in Oriya OdiaVeggie in Oriya OdiaLoaded in Oriya OdiaWarrior in Oriya OdiaInfernal in Oriya OdiaCavity in Oriya OdiaSombreness in Oriya OdiaBlackout in Oriya OdiaAccessory in Oriya OdiaBuy The Farm in Oriya OdiaPuke in Oriya OdiaEnnead in Oriya OdiaTorn in Oriya Odia