Home Oriya Odia Dictionary

Download Oriya Odia Dictionary APP

Faith Oriya Odia Meaning

ଧରମ, ଧର୍ମ, ବିଶ୍ବାସ, ମତାମତ

Definition

ନୀତି ଆଧାରିତ କାର୍ଯ୍ୟ
ବାଉଁଶ କିମ୍ବା ଲୁହା ଛଡ଼ଆଦିକୁ ବଙ୍କା କରି ତାହାର ଦୁଇଟି ଶୀର୍ଷ ମଝିରେ ଦଉଡ଼ି ବାନ୍ଧି ତିଆରି କରାଯାଇଥିବା ଶସ୍ତ୍ର ଯାହାଦ୍ୱାରା ତୀର ଚଳାଯାଏ
ପରଲୋକ, ଈଶ୍ୱରଆଦି ସମ୍ପର୍କରେ ବିଶେଷ ଧରଣର ବିଶ୍ୱାସ ଓ ଉପା

Example

ନୈତିକ କାର୍ଯ୍ୟଦ୍ୱାରା ହିଁ ଆମେ ସମାଜର ଉତ୍‌ଥାନ କରିପାରିବା
ଶିକାରୀ ଧନୁରେ ଲକ୍ଷ୍ୟ ସାଧିଲା ଏବଂ ବାଘକୁ ମାରିଦେଲା
ହିନ୍ଦୁଧର୍ମର ସବୁଠାରୁ ବଡ଼ ବିଶେଷତା ହେଉଛି ଯେ ଏହା ଅନ୍ୟ ସମସ୍ତ ଧର୍ମ ପ୍ରତି ସହନଶୀଳ
ଦୀନଦୁଃଖୀମାନଙ୍କ ସେବା ହିଁ ସବୁଠାରୁ ବଡ଼ ଧର୍ମ
ଅଭିମାନହୀନତା