Home Oriya Odia Dictionary

Download Oriya Odia Dictionary APP

Fall Apart Oriya Odia Meaning

ଗୁଣ୍ଡହେବା, ଚୂନାହେବା, ଚୂରିହେବା, ଚୂର୍ଣ୍ଣହେବା, ଫାଟିବା, ଫୁଟିବା, ଭଗ୍ନ ହେବା

Definition

ଭାଙ୍ଗିଯିବାର କ୍ରିୟା ବା ଭାବ
କୌଣସି ବସ୍ତୁକୁ ଖଣ୍ଡ ଖଣ୍ଡ ହେବା
ଚାଲୁଥିବା କ୍ରମ ଭାଙ୍ଗିଯିବା
ଶାରିରୀକ ଶକ୍ତି କମ୍ ହୋଇଯିବା
ଛାଡ଼ି ଯିବା
ପୃଥକ ବା ଅଲଗା ହେବା
କ୍ଷତି ବା କମ ହେବା
ଶରୀରର ଗଣ୍ଠି ବା ଉଦ୍‌‌ବେଗ ଯୋଗୁଁ ପୀଡ଼ା

Example

ଭଙ୍ଗୁର କାରଣରୁ ମୁଁ ମାଟିପାତ୍ର ଜିନିଷକୁ ଯତ୍ନ ସହକାରେ ରଖୁଛି
କାଚ ତାଟିଆ ହାତରୁ ପଡ଼ିବାମାତ୍ରେ ଭାଙ୍ଗିଗଲା
ଛୁଆର ଗୋଟିଏ ଦାନ୍ତ ଭାଙ୍ଗିଗଲା
ବର୍ଷା ଅଭାବରୁ ଏ ବର୍ଷ ଫସଲ ଉଜୁଡ଼ିଯାଇଛି
ସର୍ଦ୍ଦି-ଥଣ୍ଡା, ଜରଆଦିରେ ଶରୀର ଦୁର୍ବଳହୁଏ
ହଜାରରୁ