Home Oriya Odia Dictionary

Download Oriya Odia Dictionary APP

Family Tree Oriya Odia Meaning

ବଂଶନାମା, ବଂଶବୃକ୍ଷ, ବଂଶାବଳୀ

Definition

କୌଣସି ବଂଶର ଲୋକଙ୍କର ସମୟକ୍ରମାନୁସାରେ ତିଆରି ହୋଇଥିବା ସୂଚୀ

Example

ସୂର୍ଯ୍ୟବଂଶର ବଂଶାବଳୀରେ ରାମଙ୍କ ସମସ୍ତ ପୂର୍ବପୁରୁଷଙ୍କ ନାମ ଦିଆଯାଇଛି