Home Oriya Odia Dictionary

Download Oriya Odia Dictionary APP

Family Unit Oriya Odia Meaning

ପରିବାର

Definition

ଗୋଟିଏ ଘରର ଲୋକ
ପ୍ରାଥମିକ ସାମାଜିକ ବର୍ଗ ଯେଉଁଥିରେ ମାଆ-ବାପା ଏବଂ ସେମାନଙ୍କ ପିଲାମାନେ ସାମିଲ ଥାନ୍ତି
ଗୋଟିଏ ପୁରୁଷର ବଂଶଜ
କୌଣସି ବିଶେଷ ଗୁଣ,ସମ୍ବନ୍ଧ ଆଦି ବିଚାରରେ ଜିନିଷଗୁଡିକର ବର୍ଗୀକରଣ
କୌଣସି ସମ୍ଭ୍ରାନ୍ତ ବ୍ୟକ୍ତି,ରାଜା ଆଦିଙ୍କ

Example

ତାଙ୍କ ପରିବାରରେ ଏକତା ଅଛି
ଆମ ଭାଷାବି ଆର୍ଯ୍ୟ-ଭାଷା ପରିବାରରେ ଆସେ
ନବାବଙ୍କ ସାମ୍ଭ୍ରାନ୍ତ୍ୟ ଚାଲିଗଲା ପରେ ଅନୁଚରବର୍ଗ ବି ଛାଡି ଚାଲିଗଲେ