Home Oriya Odia Dictionary

Download Oriya Odia Dictionary APP

Fancywork Oriya Odia Meaning

ସୂଚୀକାମ

Definition

ଲୁଗାଆଦି ଉପରେ ସୂତା-ଡୋରିରେ ଫୁଲ ବା ଚିତ୍ର ଆଙ୍କିବା କାମ
ଆଞ୍ଚ ଉପରେ ବସାଯାଉଥିବା ଧାତୁଆଦିର ଛୋଟ ଗୋଲ ପାତ୍ର
ଆଞ୍ଚ ଉପରେ ବସାଯାଉଥିବା ଧାତୁ ଆଦିର ବଡ଼ ଗୋଲ ପାତ୍ର

Example

ଶୀଲା ବହୁତ ଭଲ ସୂଚୀକାମ କରେ
ମାଆ କଡ଼େଇରେ ତରକାରୀ ରାନ୍ଧୁଛନ୍ତି
କୃଷକମାନେ ଗୁଡ଼ ତିଆରିପାଇଁ ଆଖୁରସକୁ କଡ଼ାରେ ପକଉଛନ୍ତି
ରେଶମା ଫୁଲପକା ମଖମଲ ଚାଦର ଘୋଡ଼ି ହୋଇଥିଲା
ଏହି ଚାଦରର ଧଡ଼ି କେତେ ସୁନ୍ଦର