Home Oriya Odia Dictionary

Download Oriya Odia Dictionary APP

Farcical Oriya Odia Meaning

ଉପହସନୀୟ, ଉପହାସ୍ୟ, ଥଟ୍ଟାଳିଆ, ପରିହାସପୂର୍ଣ୍ଣ, ବିଦ୍ରୂପାତ୍ମକ

Definition

ମନକୁ ଆମୋଦିତ କଲାଭଳି କଥା ବା କାମ
ହସ ଉତ୍ପନ୍ନ କରିବା ବ୍ୟକ୍ତି
ହସିବାର ଯୋଗ୍ୟ କିମ୍ବା ଯାହାକୁ ନେଇ ଲୋକ ହସନ୍ତି""
ହସିବାର କ୍ରିୟା ବା ଭାବ
ସାହିତ୍ୟର ନବ ରସଗୁଡ଼ିକରୁ ଗୋଟିଏ ଯାହା ଅଯୁକ୍ତ,ଅସଙ୍ଗତ,କୁରୂପ ବା ବିକୃତ ଘଟଣାବଳୀ,ପଦାର୍ଥ, ବା କଥା ଆଦିରୁ ଉତ୍ପ

Example

ସର୍କସରେ ଜୋକର୍‌ର ହାସ୍ୟାସ୍ପଦ କାମଦେଖି ଦର୍ଶକ ହସୁଥିଲେ
ହାସ୍ୟ କବିତା ଶୁଣି ଶ୍ରୋତାମାନେ ଜୋରରେ ହସିଲେ
ତାର ହସ ମନଜିଣା
ହାସ୍ୟ ରସର ସ୍ଥାୟୀଭାବ ହେଉଛି ହସ
ସେ ତାର ଥଟ୍ଟାଳିଆ ଗୁଣ ପାଇଁ ହିଁ ଜଣାଶୁଣା