Home Oriya Odia Dictionary

Download Oriya Odia Dictionary APP

Farm Oriya Odia Meaning

ଉତ୍ପନ୍ନକରିବା, ଉତ୍ପାଦନକରିବା, ଉପୁଜେଇବା, କୃଷି କରିବା, ଚାଷ କରିବା, ଫସଲ ଉତ୍ପାଦନ କରିବା, ସଶ୍ୟ ଅମଳ କରିବା

Definition

ଯେଉଁ ସ୍ଥାନରେ ଫଳ, ଫୁଲପୂର୍ଣ୍ଣ ସୁନ୍ଦର ସୁନ୍ଦର ଛୋଟ, ବଡ଼ ଗଛଆଦି ଲଗାଯାଇଛି
ଫସଲ ଉତ୍ପନ୍ନ କରିବା ନିମନ୍ତେ ହିଡ଼ଦ୍ୱାରା ଘେରା ହୋଇଥିବା ବୁଣା ଜାଗା ବା ଚାଷ ଜମି
ଯେଉଁ ଫସଲ ଏବେବି ଖେତରେ ଅଛି, କଟା ହୋଇନାହିଁ

Example

ପିଲାମାନେ ବଗିଚାରୁ ପିଜୁଳି ତୋଳୁଥିଲେ
ଏହି ଖେତରେ ପ୍ରଚୁର ଫଳେ
ଭାରତର ପାର୍ବତୀୟ କ୍ଷେତ୍ରରେ ଚାଷଜମି କମ୍‌ ଥାଏ
ମାଳୀ ସିଞ୍ଚନପାତ୍ର ଦ୍ୱାରା ଫୁଲ ସିଞ୍ଚନ କରୁଛି
ସେ ନାମଲେଖା ଫର୍ମ୍ ଟି ପୂରଣ କରୁଛି
ଗୋଟିଏ