Home Oriya Odia Dictionary

Download Oriya Odia Dictionary APP

Fasten Oriya Odia Meaning

ଅଟକାଇବା, ଟାଣିବା

Definition

ବନ୍ଧନକୁ ଦୃଢ଼ କରିବାପାଇଁ ରସି ଆଦିକୁ ଟାଣିବା
ଚାଲୁଣୀରେ ରଗଡ଼ିବା
ନଟବୋଲଟ୍‌କୁ ଦୃଢ଼କରି ବସାଇବା
କାହାକୁ କୁଣ୍ଢେଇ ପକାଇବା
ଅଠାଳିଆ ବସ୍ତୁଦ୍ୱାରା କୌଣସି ଉପରି ଭାଗରେ କୌଣସି ବସ୍ତୁ ଲଗାଇବା
କସିକରି ବାନ୍ଧିବା କିମ୍ବା ଧରିବା
ଆକ୍ରାନ୍ତ ହେବା
ଦ୍ୱାର,ମୁହଁ ଆଦି ଉପରେ କିଛି ରଖି ତାକୁ

Example

ରବି ଧାନର ବୋଝକୁ ଜୋରକରି ବାନ୍ଧିଲା
ସୀତା ହାଲୱା ତିଆରି କରିବାପାଇଁ ଗାଜରକୁ ଘଷୁଥିଲା
ସେ ରେଞ୍ଚିରେ ମେସିନର ନଟବୋଲଟ୍‌କୁ ଦୃଢ଼ କଲା
ଝିଅ ପ୍ରଣାମ କଲା ପରେ ବାପା ତାକୁ କୁଣ୍ଢେଇ ପକାଇଲେ
ସେ କାନ୍ଥରେ ଚିତ୍ରଗୁଡ଼ିକୁ ଲଗାଇଲା
ସିପାହୀ ଚୋରକୁ ଶିକୁଳୀରେ ବାନ୍ଧିଲେ
ମୋତେ ଜୋରରେ ସର୍ଦ