Home Oriya Odia Dictionary

Download Oriya Odia Dictionary APP

Fatherland Oriya Odia Meaning

ଜନ୍ମଭୂମି, ପିତୃଭୂମି, ମାତୃଭୂମି

Definition

ନିଜ ଦେଶ
ପୃଥିବୀର ଯେଉଁ ବିଶିଷ୍ଟ ବିଭାଗରେ ଅନେକ ଅଞ୍ଚଳ,ନଗର ଇତ୍ୟାଦି ଅଛି ଏବଂ ଯାହାର ଗୋଟିଏ ସମ୍ବିଧାନ ଅଛି
କୌଣସି ଦେଶରେ ରହୁଥିବା ସମସ୍ତ ଲୋକ
ସେହି ସ୍ଥାନ ଯେଉଁଠାରେ କାହାରି ଜନ୍ମ ହୋଇଛି
ସେହି ଦେଶ ଯେଉଁଠାରେ କେହି ଜନ୍ମ ନେଇଛି

Example

ଆମେରିକାରେ ଦୁଇ ବର୍ଷ ରହିବା ପରେ ଶ୍ୟାମ ସ୍ୱଦେଶକୁ ଫେରିଲା
ଗାନ୍ଧୀଜୀଙ୍କ ମୃତ୍ୟୁରେ ସାରା ଦେଶ କାନ୍ଦିଲା
ଭାରତ ମୋର ଜନ୍ମଭୂମି