Home Oriya Odia Dictionary

Download Oriya Odia Dictionary APP

Fatherless Oriya Odia Meaning

ପିତାହୀନ, ପିତୃବିହୀନ, ପିତୃହୀନ

Definition

ଯାହାର କେହି ପାଳନ-ପୋଷଣକାରୀ ନାହାନ୍ତି
ଯାହାର କେହି ସାହାରା ନାହାନ୍ତି
ଯାହାର ପିତା ନାହାନ୍ତି
ଯେଉଁ ବ୍ୟକ୍ତିକୁ ପାଳନପୋଷଣ କରିବାପାଇଁ କେହି ନ ଥାନ୍ତି
ଯାହାର ଦାୟିତ୍ୱ ନେବାକୁ କେହି ନାହାନ୍ତି

Example

ଶ୍ୟାମ ନିଜର ସାରା ଜୀବନ ଅନାଥ ଶିଶୁଙ୍କ ପାଳନପୋଷଣରେ ବିତାଇଦେଲା
ସୁରେନ୍ଦ୍ରବାବୁ ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିଆସୁଛନ୍ତି
ପିତୃହୀନ ପିଲାମାନେ କେବେକେବେ ଦିଗହୀନ ହୋଇଯାନ୍ତି
ଏଠାରେ ଅନାଥମାନଙ୍କୁ ଶରଣ ଦିଆଯାଏ
ଅନାଥ ବ୍ୟକ୍ତିଟି