Home Oriya Odia Dictionary

Download Oriya Odia Dictionary APP

Fault Oriya Odia Meaning

ଅପରାଧ, ଅବଗୁଣ, ଅଶୁଦ୍ଧି, ଖରାପ, ଖରାପି, ତ୍ରୁଟି, ଦୁର୍ଗୁଣ, ଦୋଷ, ଭୁଲ

Definition

ଯେଉଁ କଥା ବା କାର୍ଯ୍ୟରେ କାହାରି ମାନ ବା ପ୍ରତିଷ୍ଠା ଉଣା ହୁଏ
ଏପରି କାମ ଯାହା କୌଣସି ବିଧିବିଧାନର ବିରୋଧାଚରଣ କରେ ଏବଂ ଯାହାପାଇଁ କର୍ତ୍ତାକୁ ଦଣ୍ଡ ମିଳିପାରେ
ମନର ଅପ୍ରିୟ ବା କଷ୍ଟ ହେଲାଭଳି ଅବସ୍ଥା ବା କଥ

Example

ବାଳଶ୍ରମିକଙ୍କୁ କାମରେ ଲଗାଇବା ଏକ ଅପରାଧ
ଶରୀର ରୋଗର ଘର / ବଡ଼-ବଡ଼ ଡାକ୍ତରମାନେ ମଧ୍ୟ ଏହି ରୋଗକୁ ଚିହ୍ନି ପାରୁନାହାନ୍ତି
ସମୟ କମ୍‌ ହେବା କାରଣରୁ ମୁଁ ସେଠାକୁ ଯାଇପାରିଲି ନାହିଁ
ସୀମାରେ ଅନ୍ୟ ଦେଶର ଅତିକ୍ରମଣ ରୋକିବା ପାଇଁ