Home Oriya Odia Dictionary

Download Oriya Odia Dictionary APP

Feather Oriya Odia Meaning

ମଙ୍ଗଧରା ଘୁରାଇବା, ମଙ୍ଗଧରା ମୋଡିବା, ମଙ୍ଗୁଆଳ ଘୁରାଇବା, ମଙ୍ଗୁଆଳ ମୋଡିବା, ମୟୂରପର

Definition

ଚଢ଼େଇ ଏବଂ କିଛି କୀଟଙ୍କର ଏକ ଅଙ୍ଗ ଯାହା ଉଡ଼ିବାରେ ସହାୟକ
ମୟୂରର ପର
ଗଛବୁଦାରେ ହେଉଥିବା ସବୁଜ ରଙ୍ଗର ପତାଳା ହାଲୁକା ଅବୟବ ଯାହା ତାହାର ଡାଳରୁ ବାହାରିଥାଏ
ଚାନ୍ଦ୍ରମାସର ପନ୍ଦର ପନ୍ଦର ଦିନର ଦୁଇ ବିଭାଗ ମଧ୍ୟରୁ କୌଣସି ଏକ ଭାଗ

Example

ଶିକାରୀ ଖଣ୍ଡାରେ ପକ୍ଷୀର ଦୁଇଟି ଯାକ ଡେଣା କାଟିଦେଲା
କୃଷ୍ଣଙ୍କ ମୁକୁଟରେ ମୟୂରପର ସୁଶୋଭିତ
ସେ ବଗିଚାରେ ପଡ଼ିଥିବା ଶୁଖିଲା ପତ୍ର ଏକତ୍ର କରୁଛି
ଭଗବାନ କୃଷ୍ଣଙ୍କ ଜନ୍ମ କୃଷ୍ଣ ପକ୍ଷର ଅଷ୍ଟମୀରେ ହୋଇଥିଲା
ପ୍ରଭୁ କୃଷ୍ଣ