Home Oriya Odia Dictionary

Download Oriya Odia Dictionary APP

Feature Oriya Odia Meaning

ଉପସ୍ଥାପନ କରିବା, ଦେଖାଇବା, ପ୍ରତ୍ୟକ୍ଷ କରାଇବା, ପ୍ରଦର୍ଶନ କରିବା, ପ୍ରଦର୍ଶିତ କରିବା

Definition

କୌଣସି ବିଷୟଆଦିକୁ ବ୍ୟକ୍ତ କରିବା
ଅକ୍ଷର, ଚିହ୍ନ, ନାମଆଦିର ଛାପ ନେବା ବା ଏଥିରେ ଚାପଦେଇ ଅଙ୍କିତ କରୁଥିବା ସିଲ୍
ଯେଉଁ ସ୍ଥିତିରେ କୌଣସି କାମ କରିବାରେ କଠିନତା ବା ବାଧା ନ ଥାଏ
କୌଣସି ବସ୍ତୁରେ ମିଳୁଥିବା ଏକ ବିଶେଷ କଥା ବା ତତ୍ତ୍ୱ

Example

ସେ ତା ବିଚାରକୁ ବ୍ୟକ୍ତ କଲା
ପ୍ରଧାନାଚାର୍ଯ୍ୟ ନିଜ ନାଁରେ ଏକ ମୋହର ତିଆରିକଲେ
ଅନ୍ୟ ଅପେକ୍ଷା ଆପଣଙ୍କ ସହିତ କାମ କରିବାରେ ବହୁତ ସୁବିଧା ଅଛି
ସବୁ ବସ୍ତୁର କିଛି