Home Oriya Odia Dictionary

Download Oriya Odia Dictionary APP

Ferment Oriya Odia Meaning

ଆମ୍ବିଳା ହୋଇଯିବା, କିଣ୍ବନ କରିବା, ଖଟା ହୋଇଯିବା, ପଚା

Definition

ଆବେଗକୁ ତୀବ୍ର କରିବାର କ୍ରିୟା ବା ଅବସ୍ଥା
ଚକଟା ହୋଇଥିବା ଅଟା ବା ଫଳଆଦିର ସଢ଼ା
ଜଳମିଶ୍ରିତ ପଦାର୍ଥ ଅମ୍ଳଯୁକ୍ତ ହେବା
ଅଟା ଭଲ ଭାବରେ ସଢ଼େଇବାପାଇଁ ବ୍ୟବହୃତ ହେଉଥିବା ଏକ ପଦାର୍ଥ
କିଛି ଏଭଳି କରିବା ଯେଉଁଥିରୁ ଉତ୍

Example

ମିଥ୍ୟା ଆରୋପ ଶୁଣିବା କ୍ଷଣି ହିଁ ମାନସୀ ଉତ୍ତେଜନାରେ କମ୍ପି ଉଠିଲା
ଖମ୍ବୀରା ହୋଇଥିବା ମଇଦାର ଅଟାରେ ପାଉଁରୋଟିଆଦି ତିଆରି ହୁଏ
ଇଟିଲିପିଠାର ଅଟା ଏପର୍ଯ୍ୟନ୍ତ ଆମ୍ବିଳା ହୋଇନାହିଁ
ନାନ୍‌ ତିଆରି କରିବାପାଇଁ ମୋର ୟିଷ୍ଟ ଦରକାର
ଗାୟକ ନିଜର ଉତ୍ସ