Home Oriya Odia Dictionary

Download Oriya Odia Dictionary APP

Fermentation Oriya Odia Meaning

ପଚା

Definition

ଚକଟା ହୋଇଥିବା ଅଟା ବା ଫଳଆଦିର ସଢ଼ା
ଯେଉଁ ରାସାୟନିକ ପ୍ରକ୍ରିୟାରେ ସୂକ୍ଷ୍ମ ଜୀବ ବା ଏଞ୍ଜାଇମ ଦ୍ୱାରା କାର୍ବନିକ ପଦାର୍ଥର ଅପଘଟନ ଘଟେ
ଅଟା ଭଲ ଭାବରେ ସଢ଼େଇବାପାଇଁ ବ୍ୟବହୃତ ହେଉଥିବା ଏକ ପଦାର୍ଥ

Example

ଖମ୍ବୀରା ହୋଇଥିବା ମଇଦାର ଅଟାରେ ପାଉଁରୋଟିଆଦି ତିଆରି ହୁଏ
କିଣ୍ୱନ ଦ୍ୱାରା ହିଁ ଦୁଧରୁ ଦହି ହୁଏ
ନାନ୍‌ ତିଆରି କରିବାପାଇଁ ମୋର ୟିଷ୍ଟ ଦରକାର