Home Oriya Odia Dictionary

Download Oriya Odia Dictionary APP

Fervour Oriya Odia Meaning

ଆବେଗ, ଉତ୍ତେଜନା

Definition

ଅନୁଭବ ଓ ସ୍ମୃତିରେ ମନରେ ଉତ୍ପନ୍ନ ହେଉଥିବା କୌଣସି ଭାବ
ଶୀଘ୍ର ହେବାର ଅବସ୍ଥା ବା ଭାବ
ଉଷ୍ଣ ବା ଗରମ ହେବାର ଅବସ୍ଥା ବା ଭାବ
ମନରେ ଉତ୍ପନ୍ନ ହେଉଥିବା ଏକ ମନୋବେଗ ଯାହାଦ୍ୱାରା କାମ କରିବାପାଇଁ ଶକ୍ତି ବଢ଼େ
ଆବେଗକୁ

Example

ଗ୍ରୀଷ୍ଣକାଳରେ ଉତ୍ତାପ ବଢ଼ିଯାଏ
ସଚିନ ଉତ୍ସାହ ସହିତ ବଲ୍‌ ମାରୁଛନ୍ତି
ମିଥ୍ୟା ଆରୋପ ଶୁଣିବା କ୍ଷଣି ହିଁ ମାନସୀ ଉତ୍ତେଜନାରେ କମ୍ପି ଉଠିଲା
ଆଜିକାଲିର ନେତା ଜଣେ ଅନ୍ୟଜଣଙ୍କ ପ୍ରତି ବ୍ୟଙ୍ଗ କରିବାରେ ପଟୁ
ଭୀଷଣ ତାପ ଯୋଗୁ ତା’