Home Oriya Odia Dictionary

Download Oriya Odia Dictionary APP

Field Glasses Oriya Odia Meaning

ଦୂରଦର୍ଶକ ଯନ୍ତ୍ର, ଦୂରବୀକ୍ଷଣ ଯନ୍ତ୍ର

Definition

ଦୂର ବସ୍ତୁଗୁଡ଼ିକୁ ପାଖ, ପରିଷ୍କାର ଏବଂ ବଡ଼ ଦେଖାଇବାର ଯନ୍ତ୍ର
ଦୂରର ବସ୍ତୁସମୂହର ଛବିକୁ ବଡକରି ଦେଖାଇପାରୁଥିବା ଗୋଟିଏ ଯନ୍ତ୍ର

Example

ଆମେ ଦୂରବୀକ୍ଷଣ ଯନ୍ତ୍ରରେ ଦୂରର ବସ୍ତୁଗୁଡ଼ିକୁ ସ୍ପଷ୍ଟ ଦେଖିପାରିବୁ
ମୁମ୍ବେଇର ତାରାଗୃହରେ ଆକାଶର ଗ୍ରହ, ନକ୍ଷତ୍ରଆଦିକୁ ଦେଖିବା ପାଇଁ ଦୂରବୀକ୍ଷଣ ଯନ୍ତ୍ର ଲାଗିଛି