Home Oriya Odia Dictionary

Download Oriya Odia Dictionary APP

Fiend Oriya Odia Meaning

ଅମଣିଷ, ଅସୁର, କଠୋରପନ୍ଥୀ, ଦାନବ, ଦୈତ୍ୟ, ରାକ୍ଷସ

Definition

କଶ୍ୟପଙ୍କ ଦନୁ ନାମକ ପତ୍ନୀଙ୍କଠାରୁ ଜନ୍ମ ହୋଇଥିବା ପୁତ୍ର ଯେ ଦେବତାମାନଙ୍କ ଘୋର ଶତ୍ରୁ ଥିଲେ
ଭୀରୁ ବା ଡରକୁଳା ବ୍ୟକ୍ତି
ରୁଢ଼ିବାଦୀ ଢଙ୍ଗରେ କୌଣସି ମତକୁ ମାନିବା ଲୋକ ବା ନବୁଝି-ନଶୁଝି କିମ୍ବା ଆଖିବୁଜି କୌଣସି ମତକୁ ମାନିନେବ ଲୋକ
ଧର୍ମଗ୍ରନ୍ଥରେ ସ୍ୱୀକୃତ ଯେଉଁ ଦୁଷ୍ଟାତ୍ମାମାନେ ଧର୍

Example

ଦେବତା ଓ ଦାନବମାନଙ୍କ ମଧ୍ୟରେ ବହୁ ଯୁଦ୍ଧ ହୋଇଛି
ଭୀରୁ ବ୍ୟକ୍ତି ଜୀବନରେ ବାରମ୍ବାର ମରେ ଯେତେବେଳେ ବୀରପୁରୁଷ କେବଳ ଥରୁଟିଏ ମରେ
ମତାନ୍ଧ ବ୍ୟକ୍ତି ହିଁ ସାମଜିକ ଦ୍ୱେଷ ଉତ୍ପନ୍ନ କରିଥାନ୍ତି
ପୁରାତନ କାଳରେ ର