Home Oriya Odia Dictionary

Download Oriya Odia Dictionary APP

Figure Oriya Odia Meaning

ଅଂକ, ଅଳଙ୍କାର, ଖ୍ୟାତ, ଜଣାଶୁଣା, ନାମୀ, ପ୍ରସିଦ୍ଧ, ବିଖ୍ୟାତ, ସଂଖ୍ୟା

Definition

ମଣିଷ ଜାତି ବା ଗୋଷ୍ଠୀ ଭିତରେ କୌଣସି ଜଣେ
କ୍ରାନ୍ତିବୃତ୍ତ ଭିତରେ ଆସୁଥିବା ତାରକାପୁଞ୍ଜର ପ୍ରତ୍ୟେକଟି ହେଲେ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ଏବଂ ମୀନ
କୌଣସି ପରୀକ୍ଷାଆଦିରେ ପରୀକ୍ଷାର୍ଥୀଦ୍ୱାରା ପୂର୍ଣ୍ଣସଂଖ୍ୟାରୁ ମିଳିଥିବା ନମ୍ବର
ଦବା-ନବାଆଦି

Example

ମୋର କନ୍ୟା ରାଶି
ହିନ୍ଦୀରେ ମୋର ପ୍ରାପ୍ତାଙ୍କ ଶତକଡ଼ା ସତୁରି
ବ୍ୟାଙ୍କଦ୍ୱାରା ଆପଣ ଏପର୍ଯ୍ୟନ୍ତ କେତେ ପରିମାଣର ଧନ ପ୍ରାପ୍ତ ହୋଇଛନ୍ତି?
ମା’ ପିଲାମାନଙ୍କ ଗାଲରେ ନଜର ଟୀକା ଲଗାଇଲେ
ମରୁଭୂମିରେ ସ୍ଥାନେସ୍ଥାନେ ଓଟର ପାଦ ଚିହ୍ନ ପଡ଼ିଥିବା ଦେଖାଯାଏ
ମା’ ପିଲାକୁ କୋଳରେ ବସେଇ