Home Oriya Odia Dictionary

Download Oriya Odia Dictionary APP

Filter Oriya Odia Meaning

ଟପ ଟପ କରିବା, ବସିଯିବା, ସ୍ଥିର ହୋଇଯିବା

Definition

ଅଟାଆଦି ଚଲାଇବାର ଏକ ଉପକରଣ
ଦେଖି କୌଣସି ବ୍ୟକ୍ତି, ବସ୍ତୁ, ସ୍ଥାନ ଇତ୍ୟାଦିକୁ ଖୋଜିବା
ଚୁନା ବା ଦାନାକୁ ପତଳା କପଡ଼ା ବା ଚାଲୁଣିଆଦିରେ ଚଲାଇ ସେଥିରୁ ଅଳିଆ ବା ମୋଟା ଅଂଶ ଅଲଗା କରିବା
ରସିଆଦିଦ୍ୱାରା ଗୋଡ଼ ଇତ୍ୟାଦି ବାନ୍ଧିବା ବା ଗଣ୍ଠି ପକାଇବା
ଜାଲିଚଟୁଆଦିର ସହାୟତାରେ କଡ଼େଇରୁ ପୂରି,ଖାଦ୍ୟଦ୍ରବ୍ୟଆଦ

Example

ସେ ଚାଲୁଣୀରେ ଅଟା ଚଲାଉଛି
ସେ ରୋଗଣା ମଇଁଷିକୁ ଇଞ୍ଜେକସନ ଦେବା ପୂର୍ବରୁ ତା ଆଗଗୋଡ଼କୁ ରସିରେ ବାନ୍ଧିଦେଲା
ମା ଚା’ ଛାଣୁଥିଲେ
ସେ ଜାଲିଚଟୁରେ ନୁଡ଼ଲ ଛାଣିଲା
ସୀମା ଛେନା ଛାଣୁଛି