Home Oriya Odia Dictionary

Download Oriya Odia Dictionary APP

Filthiness Oriya Odia Meaning

ଅପରିଛନ୍ନତା

Definition

କୌଣସି ଜିନିଷରୁ ବାହାରୁଥିବା ଅଂଶ ବା ତା ଉପରେ ଜମା ହୋଇଥିବା ମଇଳା କିମ୍ବା ଧୂଳି
ମଳିନ ହେବାର ଅବସ୍ଥା ବା ଭାବ
ମଇଳା ହେବାର ଅବସ୍ଥା ବା ଭାବ

Example

ଲୁଗାରୁ ମଇଳା ବାହାର କରିବାପାଇଁ ସେଗୁଡ଼ିକୁ ସାବୁନ, ସର୍ଫଆଦିରେ ଧୋଇବା ଉଚିତ
ମୋତେ ତାର ଅପରିଛନ୍ନତା ଆଦୌ ଭଲ ଲାଗେ ନାହିଁ