Home Oriya Odia Dictionary

Download Oriya Odia Dictionary APP

Final Oriya Odia Meaning

ଅନ୍ତିମ ନିର୍ଣ୍ଣାୟକ ଖେଳ, ଫାଇନାଲ୍, ଫାଇନାଲ୍ ମ୍ୟାଚ୍

Definition

ଯାହା ସମସ୍ତଙ୍କ ପରେ
ପରାକାଷ୍ଠା ବା ସୀମା ପର୍ଯ୍ୟନ୍ତ ପହଞ୍ଚିଥିବା
ଯେଉଁ ପ୍ରତିଯୋଗିତାରେ ସେମିଫାଇନାଲରେ ଜିତିଥିବା ପ୍ରତିଯୋଗୀ ବା ଦଳ ଭାଗ ନିଅନ୍ତି

Example

ଗାଁର ଶେଷସୀମାରେ ଏକ ମନ୍ଦିର ଅଛି
ପୂର୍ଣ୍ଣିମା ରାତିରେ ଚନ୍ଦ୍ରମା ତାର ଚରମ ଉତ୍କର୍ଷତାରେ ପହଞ୍ଚିଥାଏ
ଫାଇନାଲରେ ସର୍ବଦା ଦୁଇଜଣ ପ୍ରତିଯୋଗୀ ବା ଦଳ ଭାଗ ନିଅନ୍ତି