Home Oriya Odia Dictionary

Download Oriya Odia Dictionary APP

Finally Oriya Odia Meaning

ଅନ୍ତତଃ, ଅନ୍ତରେ, ପରିଶେଷରେ , ଶେଷରେ

Definition

ଯାହା ସମସ୍ତଙ୍କ ପରେ
ଶେଷ ସମୟରେ
ନ ଚାହିଁଲେ ବି

Example

ଗାଁର ଶେଷସୀମାରେ ଏକ ମନ୍ଦିର ଅଛି
ଶେଷରେ ସେ ନିଜ କାର୍ଯ୍ୟରେ ସଫଳ ହେଲା
ବାଧ୍ୟବାଧକତାରେ ମୋତେ ଏହି କାମ କରିବାକୁ ପଡ଼ିଲା