Home Oriya Odia Dictionary

Download Oriya Odia Dictionary APP

Find Oriya Odia Meaning

ଅନ୍ୱେଷଣ, ଆବିଷ୍କାର, ଆବିଷ୍କାର କରିବା, ଖୋଜି ବାହାର କରିବା, ପତ୍ତା ଲଗାଇବା, ପୁଣି ପ୍ରାପ୍ତ କରିବା, ପୁଣି ଲାଭ କରିବା, ପୁନର୍ବାର ପାଇବା

Definition

କୌଣସି ବିଷୟର ଅଭିନବ ଅନୁଶୀଳନ କରି ସେ ସଂପର୍କିତ ନୂତନ ତଥ୍ୟ ଜାଣିବା ପ୍ରକ୍ରିୟା
ଦେଖିବାପାଇଁ ବା ପାଇବାପାଇଁ କୌଣସି ବସ୍ତୁର ଅନ୍ୱେଷଣ କରି ତାହା କେମିତି ଓ କେଉଁଠି ଅଛି ତାକୁ ଜାଣିବା
ପାଇବା, ହାତକୁ ଆସିବା ବା ମିଳିବାର

Example

ବୈଜ୍ଞାନିକ ଅନୁସନ୍ଧାନର ଫଳ ହେଉଛି ରୋବଟ୍‌
କଲମ୍ବସ୍‌ ଆମେରିକା ଆବିଷ୍କାର କରିଥିଲେ
ତାଙ୍କୁ ପୁତ୍ର ରତ୍ନ ପ୍ରାପ୍ତି ହେଲା
ସେ ଅଧ୍ୟକ୍ଷକଙ୍କ ହାତରୁ ପୁରସ୍କାର ନେଲା
ଏହି ନଦୀ ସମୁଦ୍ରରେ ମିଶିଛି
ପୋଲିସ ହତ୍ୟାକାରୀକୁ ଖୋଜୁଛନ୍ତି
ଶୀଲାର ନିମନ୍ତ୍ରଣ ରକ୍ଷାକରି ମୁଁ ଏହି