Home Oriya Odia Dictionary

Download Oriya Odia Dictionary APP

Fine Oriya Odia Meaning

ଅର୍ଥଦଣ୍ଡ, କ୍ଷୀଣ, ଜୋରିମାନା, ଠିକ୍ ଠାକ୍, ପତଳା, ଫାଇନ, ଭଲ, ଶୀର୍ଣ୍ଣ, ସୂକ୍ଷ୍ମ, ସୂକ୍ଷ୍ମତାରେ

Definition

ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
କୌଣସି ପ୍ରକାରର ବ୍ୟବସ୍ଥା ବା ନିୟମ ସହ ଯୁକ୍ତ
ନୌକା ଚଳେଇବା କାଠ
ହାଲୁକା ଓ ପତଳା ଦେହ ବା ଶରୀରବାଲା
ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍‌ ଭଲ
ଯାହା

Example

ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
ସେ କୋଠରୀରେ ସଜାଡ଼ିକି ରଖାଯାଇଥିବା ଜିନିଷଗୁଡ଼ିକୁ ଛିନଛତ୍ର କରିଦେଲା
ସମାରୋହରେ ସ୍ୱର୍ଣ୍ଣାଭୂଷଣଦ୍ୱାରା ଅଳଙ୍କୃତ ମହିଳାଙ୍କ ଉପରେ ସମସ୍ତଙ୍କ ନଜର ପଡ଼ିଥିଲା
ନାଉରିଆ ଆହୁଲାଦ୍ୱାରା ନାଆ ଚଳାଉଛି
ଜଣେ ଧଡ଼ିଆ ଯୁବକ ଏହି ଦୌଡ଼ ପ୍ରତିଯୋଗିତାରେ