Home Oriya Odia Dictionary

Download Oriya Odia Dictionary APP

Firearm Oriya Odia Meaning

ଅସ୍ତ୍ର

Definition

ଏକ ପ୍ରକାର ଅସ୍ତ୍ର ଯାହାକୁ ଶତ୍ରୁ ଉପରକୁ ଫୋପଡ଼ା ଯାଏ
ଯୁଦ୍ଧପାଇଁ ବ୍ୟବହୃତ ହତିଆର
ଗୋଟିଏ ପ୍ରକାର ପ୍ରସିଦ୍ଧ ଅସ୍ତ୍ର ଯେଉଁଥିରେ ଶତ୍ରୁ ଉପରକୁ ଗୁଳି ଚଳାଯାଏ
ଯେଉଁ ଉପକରଣ ଦ୍ୱାରା କୌଣସି

Example

ବାଣ ଏକ ଅସ୍ତ୍ର
ଭାରତ ବିଦେଶରୁ ଅସ୍ତ୍ର-ଶସ୍ତ୍ର କିଣୁଛି
ସିପାହୀ ହାତରେ ବନ୍ଧୁକ ଅଛି
ତୋପ,ବନ୍ଧୁକ,ଧନୁ ଆଦି ଅସ୍ତ୍ର
ଢାଲ ଗୋଟିଏ ଅସ୍ତ୍ର
ନର୍ସ ଶଲ୍ୟଚିକିତ୍ସକଙ୍କ ହାତକୁ ଅସ୍ତ୍ରରୁ ଗୋଟିଏ ଗୋଟିଏ କରି ଦେଉଛି