Home Oriya Odia Dictionary

Download Oriya Odia Dictionary APP

Firmly Oriya Odia Meaning

ଇଚ୍ଛାପୂର୍ବକ, ଦୃଢତାପୂର୍ବକ, ନିଶ୍ଚୟପୂର୍ବକ, ନିଶ୍ଚିତତାପୂର୍ବକ , ସଂକଳ୍ପପୂର୍ବକ, ସୁଦୃଢଭାବେ

Definition

ଇଚ୍ଛା ବା ସଂକଳ୍ପ ସହିତ
ଦୃଢ଼ତା ସହିତ
ଭଲଭାବରେ ଜାଣି ଓ ବୁଝି
ଅତ୍ୟନ୍ତ ଦୃଢ଼ତା ପୂର୍ବକ ବା ବହୁତ ଟାଣରେ

Example

ମୁଁ ସଂକଳ୍ପପୂର୍ବକ କହୁଛି ଯେ ଏହି କାମ କଲାପରେ ହିଁ ମୁଁ ନିଶ୍ୱାସ ନେବି
ସେ ଦୃଢ଼ତାପୂର୍ବକ ପ୍ରହାର କଲା
ସେ ଜାଣିଶୁଣି ରୋହିତକୁ ଅପମାନିତ କଲା
ବର୍ଷବର୍ଷଧରି ଏହି ସ୍ତମ୍ଭ ସୁଦୃଢ଼ଭାବେ ଛିଡ଼ା ହୋଇଛି