Home Oriya Odia Dictionary

Download Oriya Odia Dictionary APP

Fisherman Oriya Odia Meaning

କେଉଟ, ଜଳଜୀବୀ, ଧୀବର, ନୋଳିଆ

Definition

ମାଛ ଧରୁଥିବା ଏକ ଜାତି
ଯିଏ ମାଛ ଧରି ବିକ୍ରିକରେ

Example

କେତେକ ଗ୍ରାମୀଣ କ୍ଷେତ୍ରରେ ଏବେବି କେଉଟ ଜାତି ନିଜ ପେଶାରେ ଲାଗିଛନ୍ତି
ସମୁଦ୍ରରେ ଝଡ଼ ଆସିବାରୁ ଧୀବରମାନେ ମାଛ ଧରିବାକୁ ଯାଇପାରିଲେ ନାହିଁ