Home Oriya Odia Dictionary

Download Oriya Odia Dictionary APP

Fisticuffs Oriya Odia Meaning

ଧସ୍ତାଧସ୍ତି

Definition

ଜଣେ ଅନ୍ୟଜଣକୁ ଠେଲାପେଲା କରିବା କିମ୍ବା ଘୁଷି ମାରିବା କାମ
ଏହି ପ୍ରତିଯୋଗିତା ଯେଉଁଥିରେ ପ୍ରତିଦ୍ୱନ୍ଦୀମାନେ ପରସ୍ପରକୁ ମୁଥରେ ଆଘାତ କରନ୍ତି
ଜଣେ ଅନ୍ୟକୁ ଧକ୍କା ଦେଇ ଏବଂ ମୁଥ ମାରିବାରକାମ

Example

ସେ ଦୁଇଜଣଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଗଲା
ମହମ୍ମଦ ଅଲ୍ଲୀଙ୍କ ଝିଅ ମଧ୍ୟ ମୁଷ୍ଟିଯୁଦ୍ଧରେ ଭାଗ ନେଉଛି
ସଡକ ଉପରେ ଅଚାନକ ଦୁଇଦଳ ମଧ୍ୟରେ ଧକା-ମୁଥ ମରାମରି ଆରମ୍ଭ ହୋଇଗଲା