Home Oriya Odia Dictionary

Download Oriya Odia Dictionary APP

Fittingness Oriya Odia Meaning

ଯୋଗ୍ୟତା

Definition

କୌଣସି ପଦ, କାର୍ଯ୍ୟଆଦି ନିମନ୍ତେ ଯୋଗ୍ୟ ହେବାର ଅବସ୍ଥା ବା ଭାବ
ଜ୍ଞାନ, ଅନୁଭବ, ଶିକ୍ଷାଆଦିର ଦୃଷ୍ଟିରେ ସେହି ବିଶେଷତା ବା ଗୁଣ ଯାହାକୁ ଆଧାର କରି କୌଣସି କାର୍ଯ୍ୟ ବା ପଦ ନିମନ୍ତେ ଜଣଙ୍କୁ ଉପଯୁକ୍ତରୂପେ ବିଚାରକରାଯାଏ

Example

ଯୋଗ୍ୟତା କାରଣରୁ ତାଙ୍କୁ ଅଧ୍ୟାପକ ପଦ ମିଳିଲା
ପରୀକ୍ଷାଦ୍ୱାରା ବିଦ୍ୟାର୍ଥୀମାନଙ୍କର ଯୋଗ୍ୟତାକୁ ପରଖାଯାଏ