Home Oriya Odia Dictionary

Download Oriya Odia Dictionary APP

Flag Oriya Odia Meaning

କଳା ଝଣ୍ଡା, କଳା ପତାକା, ଦବିବା

Definition

ତିନୋକଣିଆ ବା ବର୍ଗାକାର ଲୁଗାଆଦି ଯାହାର ଗୋଟିଏ ପଟ ବାଉଁଶରେ ଲଗାଯାଇଥାଏ ଏବଂ ଯାହାର ବ୍ୟବହାର ଅସ୍ତିତ୍ୱ, ସଂକେତ ବା ଉତ୍ସବଆଦି ସୂଚିତ କରିବା ନିମନ୍ତେ ହୋଇଥାଏ
କଳା ରଙ୍ଗର ପତାକା ଯାହା ବିରୋଧ ପ୍ରଦର୍ଶନ ନିମନ୍ତେ ଉଡ଼ାଯାଏ
କାନ୍ତି ମଳିନ ପଡ଼ି

Example

ଜଣେ କୃଷକ ନିଜର ବିରୋଧ ଜଣାଇବାପାଇଁ କୃଷି ମନ୍ତ୍ରୀଙ୍କୁ କଳା ପତାକା ଦେଖାଇଲା
ଖରାପ ଖବର ଶୁଣି ତା ଚେହେରା ମଉଳିଗଲା
ଝାଞ୍ଜି ହେତୁ କିଛି ଛୋଟ ଗଛ ମଉଳି ଗଲା