Home Oriya Odia Dictionary

Download Oriya Odia Dictionary APP

Flavouring Oriya Odia Meaning

ମସଲା

Definition

କିଛି ଖାଦ୍ୟ, ପେୟଆଦି ପଦାର୍ଥକୁ ସ୍ୱାଦିଷ୍ଟ ଓ ଗୁଣକାରୀ କରିବାପାଇଁ ସେଥିରେ ପକାଯାଉଥିବା ବୃକ୍ଷରୁ ଜାତ କିଛି ଜିନିଷ
କୌଣସି ବିଶେଷ କାର୍ଯ୍ୟପାଇଁ ତିଆରି କରାଯାଇଥିବା ଔଷଧ ବା ରସାୟନିକ ଦ୍ରବ୍ୟର ମିଶ୍ରଣ
ମାଟି, ଲାଲରଙ୍ଗର ଚୂନରେ ପାଣି ମିଶେଇ

Example

ଏହି ଢୋଲର ମସଲା ପଡ଼ିଯାଇଛି
ରାଜମିସ୍ତ୍ରୀ ମସଲାରେ କାନ୍ଥ ଯୋଡ଼ୁଛି
ଆଜିକାଲି ପ୍ରତ୍ୟେକ ଜିନିଷ ତିଆରି କରିବା ପାଇଁ ପ୍ରସ୍ତୁତ ମସଲା ମିଳୁଛି
ମଜା କରିବାପାଇଁ ଆଜି ଆପଣଙ୍