Home Oriya Odia Dictionary

Download Oriya Odia Dictionary APP

Flip Oriya Odia Meaning

କଏନ୍ ପକାଇବା, ଛାଟିବା, ଟସ୍ କରିବା, ଟାଣିବା

Definition

ଉତ୍ତେଜନାରେ ଭରିଯିବା
କ୍ରୋଧରେ ଭରିଯିବା
ଶୂନ୍ୟକୁ ଫୋଫାଡିବା
କୌଣସି କଥା ଆଦିକୁ ଲୋକଲୋଚନକୁ ଆଣିବା
ଉପରକୁ ଉଠିବାର ଚେଷ୍ଟା
ଡେଇଁବାର ଗୁଣ ବା ଅବସ୍ଥା
ଉଚ୍ଛୁଳିବାର ଗୁଣ ବା ଅବସ୍ଥା
ସଙ୍ଗୀତରେ ସ୍ଥାୟୀ ବା ପ୍ରଥମ ପଦ ଗାଇବାପରେ ପୁଣି ସେହିପଦ ବା ତାହାର କିଛି

Example

ସେ ରାମୁର କଥାଶୁଣି ଉତ୍ତେଜିତ ହୋଇଗଲେ
ନିଜର ବଦନାମ ଶୁଣି ସେ ରାଗି ଗଲା
ମୋହନ ଶ୍ୟାମଆଡ଼କୁ ବଲ୍‌ ପକେଇଲା
ଆଜିକାଲି ସବୁ ପତ୍ରପତ୍ରିକା ନେତାମାନଙ୍କର ନୂଆନୂଆ କାଣ୍ଡକାରଖାନାକୁ ଚକ୍ଷୁ ସମ୍ମୁଖରେ ନିକ୍ଷେପ କରୁଛନ୍ତି

ଏହି ପିଚ୍ ବହୁତ ବା