Home Oriya Odia Dictionary

Download Oriya Odia Dictionary APP

Flour Mill Oriya Odia Meaning

କଳ, ଚକି, ମିଲ

Definition

ବଡ଼ ଆକାରରେ ଜିନିଷ ଉତ୍ପାଦିତ ହେଉଥିବା ସ୍ଥାନ
ଶସ୍ୟ ପେଷିବା ବା ଦଳିବା ପାଇଁ ମାନବ ଚାଳିତ ଏକ ଯନ୍ତ୍ର ଯେଉଁଥିରେ ଦୁଇଟି ଗୋଲ ପଥରଖଣ୍ଡ ଲାଗେ
ଶସ୍ୟ, ଅନ୍ନ, ଦାନା, ଆଦି ପେଷିବାର ଯନ୍ତ୍ର ଯାହା ବିଜୁଳି, ମୋଟର ଆଦିରେ ଚାଲିଥାଏ
ଏକ

Example

ଏହି କାରଖାନାରେ ଶ୍ରମିକମାନେ ଧର୍ମଘଟ କରିଛନ୍ତି
ଆଜିବି କିଛି ଗ୍ରାମୀଣ ମହିଳା ଚକିରେ ଅଟା ପେଷନ୍ତି
ଏହି କଳର ଅଟା ମୋଟା ହୋଇଥାଏ
ବେଖୁର ବତକ ମାଟିଆ ରଙ୍ଗର
ତାଙ୍କ ବାଁ ଗୋଡ ଆଣ୍ଠୁଚକିରେ କିଛି ଅସୁବିଧ