Home Oriya Odia Dictionary

Download Oriya Odia Dictionary APP

Flower Petal Oriya Odia Meaning

ପାଖୁଡା, ପୁଷ୍ପଦଳ, ଫୁଲ ପାଖୁଡା

Definition

ଗଛବୁଦାରେ ହେଉଥିବା ସବୁଜ ରଙ୍ଗର ପତାଳା ହାଲୁକା ଅବୟବ ଯାହା ତାହାର ଡାଳରୁ ବାହାରିଥାଏ
କୌଣସି କାମ ବା ଉଦ୍ଦେଶ୍ୟ ସାଧନପାଇଁ ଅଭିପ୍ରେତ ଲୋକସମୂହ
କୌଣସି ବିଶେଷ କାମ, ପ୍ରଦର୍ଶନ, ବ୍ୟବସାୟଆଦିପାଇଁ କରାଯାଇଥିବା କିଛି ଲୋକଙ୍କର ସମୂହ
ଫୁଲର ରଂଗୀ

Example

ସେ ବଗିଚାରେ ପଡ଼ିଥିବା ଶୁଖିଲା ପତ୍ର ଏକତ୍ର କରୁଛି
ଆଜିକାଲି ସମାଜରେ ନିତି ନୂଆ ନୂଆ ଦଳ ମୁଣ୍ଡ ଟେକୁଛନ୍ତି
ଆମ ସହରକୁ ଚିତ୍ରକୂଟର ରାମଲୀଳା ମଣ୍ଡଳୀ ଆସିଛି
ପିଲାମାନେ ପଦ୍ମ ପାଖୁଡ଼ାଗୁଡ଼ିକୁ ମଳିଦେଲେ
ଆପଣ କେଉଁ ଦଳର ?
ଚାଷଜମିକ