Home Oriya Odia Dictionary

Download Oriya Odia Dictionary APP

Flowing Oriya Odia Meaning

ଏୟାରଡାଇନାମିକ୍‌, ଗତିମାନ, ଗତିଶୀଳ, ପ୍ରବାହମାନ, ପ୍ରବାହଶୀଳ, ପ୍ରବାହିତ, ବହିଯାଉଥିବା

Definition

ଯେଉଁଥିରେ ପ୍ରବାହ ଅଛି ବା ଯାହା ବହିଚାଲିଛି
ଯାହାର ଗତି ଅଛି ବା ଯେ ଚଳମାନ
ବହିବାର କ୍ରିୟା ବା ଭାବ
ମୁଁହରୁ ବାହାରୁଥିବା ଗାଢ଼, ତରଳ ଧଳା ରସ
ଦ୍ରବ୍ୟର ପ୍ରବାହକୁ ପ୍ରତିରୋଧ କରିବାପାଇଁ ବ୍ୟବସ୍ତିତ କରିବା ପ୍ରଣାଳୀ

Example

ପ୍ରବାହିତ ଜଳରେ ରୋଗଜୀବାଣୁ ବଢ଼ିପାରନ୍ତି ନାହିଁ
ତା ମୁଁହରୁ ଛେପ ସହିତ ରକ୍ତ ମଧ୍ୟ ବାହାରୁଅଛି
ଏହା ଗୋଟିଏ ଏୟାରଡ଼ାଇନାମିକ୍‌ ଯନ୍ତ୍ର