Home Oriya Odia Dictionary

Download Oriya Odia Dictionary APP

Fluent Oriya Odia Meaning

କୁହାଳିଆ, ବାକ୍‌ପଟୁ, ମସୃଣ

Definition

ସରଳ ବା ଶୀଘ୍ର ହେବା ଯୋଗ୍ୟ
ସ୍ୱଭାବରେ ବା ଆପେ ଆପେ ହେଉଥିବା ବା ଯାହା କୃତ୍ରିମ ନୁହେଁ
ନ ଅଟକି ନିରନ୍ତରଭାବେ ଆଗକୁ ବଢ଼ୁଥିବା ବା ଚାଲୁଥିବା
କଥା କହିବାରେ ଚତୁର
ଯାହା ଚିନ୍ତା, ପୀଡ଼ା, ଦୁଃଖ ଆଦିରୁ ମୁକ୍ତ
ଚିକ୍କଣ ଏବଂ କୋମଳ
ଏକ ସ୍ୱରାଙ୍କନ
ଯେଉଁ ସ୍ୱର

Example

ଭଗବାନ ପ୍ରାପ୍ତିର ସହଜ ମାର୍ଗ ଭକ୍ତି
ଅନ୍ୟର ଦୁଃଖ ଦେଖି ଦ୍ରବିତ ହେବା ଏକ ସ୍ୱାଭାବିକ ପ୍ରତିକ୍ରିୟା
ଶ୍ରୀମତୀ ମଲ୍ଲିକ ଅନର୍ଗଳ ଭାଷଣ ଦିଅନ୍ତି
ବାକ୍‌ପଟୁ ରମେଶ ନିଜ କଥାରେ ସମସ୍ତଙ୍କୁ ପ୍ରଭାବିତ କରି ଦିଏ
ନିଜ ମ