Home Oriya Odia Dictionary

Download Oriya Odia Dictionary APP

Fluid Oriya Odia Meaning

ତରଳ, ଦ୍ରବ, ମସୃଣ

Definition

ତରଳ ଅବସ୍ଥାରେ ରହିଥିବା ପଦାର୍ଥ
ଯାହା ନଇଁ ପାରେ ବା ଯାହାକୁ ନୁଆଇଁ ଦିଆଯାଇପାରେ
ପାଣି ଭଳି ପତଳା
ଚିକ୍କଣ ଏବଂ କୋମଳ

Example

ପାଣି ଏକ ତରଳ ପଦାର୍ଥ
ଏହି ବାଡ଼ିଟି ନମନୀୟ
ତରଳ ପଦାର୍ଥକୁ ଯେଉଁ ବାସନରେ ରଖାଯାଏ, ତାହା ସେହି ଆକାର ଧାରଣ କରେ
ଛୁଆମାନଙ୍କର ମସୃଣ କପାଳ କାହାକୁ ଲୋଭିତ କରେନାହିଁ