Home Oriya Odia Dictionary

Download Oriya Odia Dictionary APP

Flurry Oriya Odia Meaning

ବଢାଇବା

Definition

କୌଣସି ସାଧାରଣ କଥାକୁ ବହୁତ ବଡ଼କରିବା / ଅବା କଳି-ତକରାଳର ରୂପଦେବା
ଅନିର୍ଣ୍ଣୟାତ୍ମକ ସ୍ଥିତିରେ ମନରେ ହେଉଥିବା ଆନ୍ଦୋଳନ
ଚଞ୍ଚଳ ବା ଆତୁରତା କାରଣରୁ ହେଉଥିବା ଅସ୍ଥିରଭାବ
କୌଣସି ବସ୍ତୁ ଉଡ଼ିଲେ ବା ଫଡ଼ଫଡ଼ ହେଲେ ଉତ୍ପନ୍ନ ହେଉଥିବା ଶବ୍ଦ
ଆତଙ୍କିତ ହେବା କାରଣରୁ ଜନ ସାଧାରଣଙ୍କ ମଧ୍ୟରେ ହେଉଥିବା

Example

ଆପଣ କଥାକୁ ବଢ଼ାଇଦେଇ ଆମ ଭିତରେ ଝଗଡ଼ା ଲଗାଇଦେଲେ
ବମ୍‌ ଫୁଟିବାରୁ ଲୋକଙ୍କ ମଧ୍ୟରେ ଅଶାନ୍ତି ଖେଳିଗଲା
ଅଚାନକ ନିଆଁ ଲାଗିଯିବା ଫଳରେ ହଇଚଇ ପଡ଼ିଗଲା
ଅଶ୍ୱତ୍ଥ ଗଛରେ ପକ୍ଷୀଙ୍କ ଡେଣାର ଫଡ଼ଫଡ଼ ଶବ୍ଦ ସ୍ପଷ୍ଟ ଶୁଣାଯାଉଛି
ଗାଁରେ ଡାକୁମାନେ ପଶିବାକ୍ଷଣି ହଇଚଇ