Home Oriya Odia Dictionary

Download Oriya Odia Dictionary APP

Flutter Oriya Odia Meaning

କମ୍ପିତ ହେବା, ଘୂରିବୁଲିବା, ଚକ୍କରକାଟିବା, ଫଡଫଡ କରିବା, ସ୍ପନ୍ଦିତ ହେବା

Definition

କମ୍ପିବାର କ୍ରିୟା ବା ଭାବ
ଆବେଗକୁ ତୀବ୍ର କରିବାର କ୍ରିୟା ବା ଅବସ୍ଥା
ଆବେଗ ହେବାର ଅବସ୍ଥା ବା ଭାବ ବା ଚିତ୍ତର ପ୍ରବଳ ବୃତ୍ତି
ପବନ ସୃଷ୍ଟି କରିବାପାଇଁ ପଙ୍ଖା ବା ଅନ୍ୟ ତତ୍ତୁଲ୍ୟ

Example

ମିଥ୍ୟା ଆରୋପ ଶୁଣିବା କ୍ଷଣି ହିଁ ମାନସୀ ଉତ୍ତେଜନାରେ କମ୍ପି ଉଠିଲା
ମୁଁ ଉତ୍ତେଜନାବଶତଃ କଣ କଣ କହିଗଲି
ଅତ୍ୟଧିକ ଗରମଯୋଗୁଁ ସେ ଅନବରତ ବିଞ୍ଚୁଛି
ବଡ଼‍ବଡ଼‍ ରାଜା ମହାରାଜାମାନେ ସୀତାଙ୍କ ସ୍ୱୟମ୍ବରରେ ଶିବ ଧନୁକୁ ହଲେଇ ପାରିଲେ ନାହିଁ
ଶ୍ୟାମ ଫଳ ତ