Home Oriya Odia Dictionary

Download Oriya Odia Dictionary APP

Fly Oriya Odia Meaning

ଉଡାଇବା, ଉଡିବା, ଉଡେଇବା, ମକ୍ଷିକା, ମାଛି

Definition

ଉଡ଼ୁଥିବା ଛୋଟ କୀଟ ଯାହା ପ୍ରାୟ ଖାଦ୍ୟପେୟ ଉପରେ ବସି ସେଥିରେ ସଂକ୍ରାମକ ରୋଗ ଜୀବାଣୁ ମତାନ୍ତି
ମାନସିକ ରୂପରେ ବିସ୍ମିତ ହୋଇଯିବା
ଆକାଶ ମାର୍ଗରେ ବା ପବନ ଭିତର ଦେଇ

Example

ଗୋବର ଉପରେ ମାଛିମାନେ ଭଣଭଣ ହେଉଛନ୍ତି
ସେ ଛୋଟ ଛୋଟ ସମସ୍ୟାରେ ମଧ୍ୟ ଉଦ୍‌ବିଗ୍ନ ହୋଇପଡ଼େ
ଉଡ଼ାଜାହାଜ ସମୁଦ୍ର ଉପରେ ଉଡ଼ୁଥିଲା
ଗ୍ରାମର ଲୋକେ ଜୀବିକାର୍ଜନପାଇଁ ସହର ଆଡ଼କୁ ପଳାନ୍ତି
ବସ୍‌ରେ ମୋର ପର୍ସ କିଏ ଚୋରେଇନେଲା
ବିଲେଇ ମୂଷାକ