Home Oriya Odia Dictionary

Download Oriya Odia Dictionary APP

Folderol Oriya Odia Meaning

ପ୍ରଳାପ, ବାଉଳି ଚାଉଳି, ବାଉଳେଇ ଚାଉଳେଇ

Definition

ପାଗଳମାନଙ୍କ ଭଳି କୁହାଯାଉଥିବା ବ୍ୟର୍ଥ କଥା
ଯାହା ବାଜେକଥାରେ ପୂର୍ଣ୍ଣ
ଅଯଥା କଥା କହିବାର କ୍ରିୟା
ନିଜ ନିଜ ମଧ୍ୟରେ କଥାବାର୍ତ୍ତା ବା ଡକାଡକି ହେବାର କ୍ରିୟା
ଭଲର ଓଲଟା ବା ବିପରୀତ

Example

ଅଧିକ ଜ୍ୱର ଯୋଗୁଁ ସେ ପ୍ରଳାପ କରୁଥିଲା / ଅତ୍ୟଧିକ ଜ୍ୱର ଯୋଗୁଁ ସେ ବାଉଳିଚାଉଳି ହେଉଥିଲା
ବାଜେକଥା କୁହନାହିଁ