Home Oriya Odia Dictionary

Download Oriya Odia Dictionary APP

Fontanel Oriya Odia Meaning

ତାଳୁ

Definition

ମୁହଁ ଭିତରର ଉପରଅଙ୍ଗ ବା ଭାଗ ଯାହା ତଳେ ଜିଭ ରହେ
ନବଜାତ ଶିଶୁର ମୁଣ୍ଡର ଉପରିଭାଗରେ ଥିବା କୋମଳ ଅଂଶ

Example

ରାମର ତାଳୁ ଫୁଲି ଯାଇଛି
ମା ନବଜାତ ଶିଶୁର ତାଳୁରେ ବାରମ୍ବାର ତେଲ ଲଗାଉଛନ୍ତି