Home Oriya Odia Dictionary

Download Oriya Odia Dictionary APP

Food Waste Oriya Odia Meaning

ଅଇଁଠା, ଉଚ୍ଛିଷ୍ଟ

Definition

କାହାରି ନିମନ୍ତେ ପରଷା ଯାଇଥିବା ଭୋଜନରୁ ଖାଇବା ପରେ ଯାହା ବଳିଛି
କାହାକୁ ଦିଆଯାଇଥିବା ଖାଦ୍ୟରୁ ଖାଇସାରିବା ପରେ ବଳିଥିବା ଅଂଶ
ଯେଉଁ ପଦାର୍ଥ ପ୍ରଥମରୁ ଥରେ-ଦୁଇଥର କାମରେ ଆସିସାରିଛି
ଯାହାକୁ ପୂର୍ବରୁ ଅନ୍ୟକେହି ଉପଭୋଗ କରିସାରିଛି

Example

ଉଛିଷ୍ଟ ଖାଦ୍ୟ ଖାଇବା ଉଚିତ୍‌ ନୁହେଁ
କାହାରିକୁ ଅଇଁଠା ଦେବା ଅନୁଚିତ
ପୂଜା ଆଦିରେ ଉଚ୍ଛିଷ୍ଟର ବ୍ୟବହାର କରାଯାଏ ନାହିଁ