Home Oriya Odia Dictionary

Download Oriya Odia Dictionary APP

Footwear Oriya Odia Meaning

ପଦାବରଣ, ପାଦ ଆଚ୍ଛାଦ, ପାଦ ପରିଧାନ

Definition

ଯେଉଁ ପରିଧାନକୁ ଗୋଡ଼ରେ ପିନ୍ଧାଯାଏ
ସୁରକ୍ଷା ଦୃଷ୍ଟିରୁ ପାଦରେ ପିନ୍ଧାଯାଉଥିବା ଚମଡ଼ାଆଦିରୁ ତିଆରି ବସ୍ତୁ ଯାହା ଆଙ୍ଗୁଳିକୁ ପୂରା ଢାଙ୍କି ରଖେ

Example

ମୋଜା ଏକ ପାଦ ପରିଧାନ
ଆପଣ ବର୍ଷାଦିନେ କନାର ଜୋତା ପିନ୍ଧନ୍ତୁ ନାହିଁ
ମୋ ଚପଲ ନଷ୍ଟ ହୋଇଗଲାଣି