Home Oriya Odia Dictionary

Download Oriya Odia Dictionary APP

Forbid Oriya Odia Meaning

ଅବରୋଧକରିବା, ମନାକରିବା, ରୋକିବା

Definition

ରୋକିବା ବା ବାଧାଦେବା
କଟକଣା ଲଗେଇବା
ଗତିଶୀଳ ବସ୍ତୁର ଗତି ବନ୍ଦ କରିବା
କାହାରିକୁ ଆଗକୁ ବଢ଼ିବାକୁ ନଦେବା
ଚାଲିଆସୁଥିବା କଥା ଆଦିକୁ ବନ୍ଦ କରିବା

ଭତ୍ତା ଆଦି ନ ଦେବା
କାହା ପାଇଁ ଜାଗା

Example

ଡକାୟତମାନେ ମାର୍ଗ ଅବରୋଧ କଲେ
ମାଆ ପୁଅକୁ ଖରାରେ ବାହାରକୁ ଯିବାରୁ ବାରଣକଲେ
ଗାଡ଼ି ଆଗରେ ହଠାତ କୁକୁରଟେ ଚାଲିଆସିବାରୁ ଗାଡ଼ି ଚାଳକ ଗାଡ଼ି ଅଟକାଇଲେ
ପୋଲିସ ଶୋଭାଯାତ୍ରାକୁ ଚୌକ ଉପରେ ହିଁ ଅଟକାଇଦେଲା
ରାଜା ରାମ ମୋହନ ରାୟ ସତୀ ପ୍ରଥାକୁ ବ